ପ୍ରେମିକାର ଗଳା କାଟି, ପରେ ନିଜ ଗଳା କାଟିଲେ ଯୁବକ

ବେଙ୍ଗାଲୁରୁ : ପ୍ରେମକୁ ନେଇ ଅନେକ ସମୟରେ ବୀଭତ୍ସ ହତ୍ୟାକାଣ୍ଡ ଘଟୁଥିବା ଅନେକ ଘଟଣା ନିକଟରେ ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଲଗାବୀ ଗାଁରେ ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟି ଯାଇଛି ଯାହା ହଇଚଇ ସୃଷ୍ଟି କରିଛି । ମଙ୍ଗଳବାର ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଜଣେ ପ୍ରେମୀ ଏଠାରେ ଏକ ଯୁବତୀଙ୍କ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯୁବତୀ ଜଣକ … Continue reading ପ୍ରେମିକାର ଗଳା କାଟି, ପରେ ନିଜ ଗଳା କାଟିଲେ ଯୁବକ