ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ନିମନ୍ତେ ମେ’ ୨୯ରୁ ଆବେଦନ
ଡେସ୍କ: ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ବି.ଏଡ଼, ବିଏଚଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ନିମନ୍ତେ ମେ’ ୨୯ ତାରିଖରୁ ଆବେଦନ ଗ୍ରହଣ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସାମସ ପୋର୍ଟାଲରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସାମିଲ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ବର୍ଷିଆ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମରେ ଆଡ଼ମିସନ ନିଆଯିବ। ସେହିପରି ଚଳିତ ଶିକ୍ଷା ବର୍ଷ ଠାରୁ କୋରାପୁଟର … Continue reading ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ନିମନ୍ତେ ମେ’ ୨୯ରୁ ଆବେଦନ
Copy and paste this URL into your WordPress site to embed
Copy and paste this code into your site to embed