ଭାଲୁ ଗଛ ଚଢିବାରେ ଧୁରନ୍ଧର ! ଦେଖନ୍ତୁ ଏହି ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କର ଭାଲୁ ସମ୍ପର୍କରେ ଥିବା ଭ୍ରମ ଦୂର ହୋଇପାରେ । ଯଦି ଆପଣ ଭାବୁଥାନ୍ତି ଯେ ଭାଲୁ ଗଛ ଚଢିପାରିବନି ତେବେ ଆପଣ ଥରେ ଏହି ଭିଡିଓ ଦେଖିବା ଉଚିତ୍ । ଆଇଏଫଏସ୍ ଅଧିକାରୀ ପରବିନ୍ କାସଓ୍ବାନ୍ ଏକ ଭିଡିଓ ସେୟାର କରିଛନ୍ତି । ଏକ୍ସରେ ସେୟାର ହୋଇଥିବା ଏହି ଭିଡିଓରେ ଏକ ହିମାଚଳ କଳା ଭାଲୁ ଓ ତା … Continue reading ଭାଲୁ ଗଛ ଚଢିବାରେ ଧୁରନ୍ଧର ! ଦେଖନ୍ତୁ ଏହି ଭାଇରାଲ ଭିଡିଓ