ରାଜଧାନୀରୁ ଶିଶୁପୁତ୍ର ଚୋରି ଘଟଣା; କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ
ଭୁବନେଶ୍ୱର : ରାଜଧାନୀ ଛାତିରୁ ମାଆ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହେବାର ଘଟଣା ନୂଆ ମୋଡ ନେଇଛି । ଭୁବନେଶ୍ୱ ରାମମନ୍ଦିର ନିକଟରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର ହେବା ପରେ ଘଟଣାରେ ଜଣଙ୍କୁ ଗିରଫ କରାଯାଇ ପୁଲିସ ପଚରାଉଚରା କରୁଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ରର ଚୋରି କରାଯାଇଥିଲା । କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ମହିଳା ଏହି ଅପହରଣ … Continue reading ରାଜଧାନୀରୁ ଶିଶୁପୁତ୍ର ଚୋରି ଘଟଣା; କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ
Copy and paste this URL into your WordPress site to embed
Copy and paste this code into your site to embed