ସିମ୍ ବକ୍ସ ମାମଲା ; ପୁଲିସ ହାତରେ ସାଂଘାତିକ ତଥ୍ୟ
ଭୁବନେଶ୍ୱର : ସିମ୍ ବକ୍ସ ମାମଲାରେ ସାମ୍ନାକୁ ଆସୁଛି ସାଂଘାତିକ ତଥ୍ୟ। ଏହି ମାମଲାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ରାଜୁ ମଣ୍ଡଳକୁ ରିମାଣ୍ଡରେ ନେବା ପରେ କମିଶନରେଟ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆସାଦୁର ଜମାନର ଫଟୋ ଜାରି କରିଛି କମିଶନରେଟ ପୁଲିସ । ତାକୁ ଶୀଘ୍ର ଧରିବାକୁ ଯୋଜନା କରାଯାଇଛି । ସେ ବାଂଲାଦେଶ ଢାକାରେ ରହି ଆତଙ୍କି … Continue reading ସିମ୍ ବକ୍ସ ମାମଲା ; ପୁଲିସ ହାତରେ ସାଂଘାତିକ ତଥ୍ୟ
Copy and paste this URL into your WordPress site to embed
Copy and paste this code into your site to embed