କମିଶନରେଟ୍‌ ପୁଲିସ ହାତରେ ଧରାପଡିଲେ ବନ୍ଧୁକ ବେପାରୀ

ଭୁବନେଶ୍ୱର : କମିଶନରେଟ୍‌ ପୁଲିସକୁ ମିଳିଛି ବଡ ସଫଳତା । ଧରାପଡିଛନ୍ତି ବନ୍ଧୁକ ବେପାରୀ । ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୋମବାର କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ନିକଟରୁ ୫ଟି ପିସ୍ତଲ ଜବତ ହୋଇଛି। ସୂଚନାନୁଯାୟୀ, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏମାନେ ବନ୍ଧୁକ ବେପାର କରୁଥିଲେ । କମିଶନରେଟ୍‌ ପୁଲିସକୁ ଚୋରା ବନ୍ଧୁକ ବେପାର … Continue reading କମିଶନରେଟ୍‌ ପୁଲିସ ହାତରେ ଧରାପଡିଲେ ବନ୍ଧୁକ ବେପାରୀ