ରାଜଧାନୀରେ ଚାଂଚଲ୍ୟ ; ଯୁବତୀଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗିଲେ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ହତ୍ୟା। ରାଜଧାନୀ ସ୍ଥିତ ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ଦୟାନଦୀ ପଠାରେ ଫିଙ୍ଗି ଦେଇଛନ୍ତି। ମୃତ ଯୁବତୀ ଗଞ୍ଜାମ ହିଞ୍ଜିଳିକାଟୁର ଭାଗ୍ୟ ଡାକୁଆ। ସେ ଶିଶୁପାଳଗଡରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନାନୁଯାୟୀ, ଯୁବତୀ ଜଣକ ୪ ମାସ ତଳେ ନିଜ ପୁରୁଷ ବନ୍ଧୁଙ୍କ ସହ ଘରୁ ପଳାଇ ଆସିଥିଲେ। ଏହି ଘଟଣା ପରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସହ … Continue reading ରାଜଧାନୀରେ ଚାଂଚଲ୍ୟ ; ଯୁବତୀଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗିଲେ