ଜଳୁଛି ରାଜଧାନୀ ; ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା ..

ଭୁବନେଶ୍ୱର : ଜଳୁଛି ରାଜଧାନୀ। ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି। ନିଆଁ ବର୍ଷା ହେବା ଭଳି ରାଜଧାନୀବାସୀ ଅନୁଭବ କରୁଛନ୍ତି। ଆଜି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସକାଳ ସାଢେ ୧୧ଟା ସୁଦ୍ଧା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସମୟରେ ତାପମାତ୍ରା ଆହୁରି ବୃଦ୍ଧି ହୋଇପାରେ। ଶନିବାର ତାପମାତ୍ରା … Continue reading ଜଳୁଛି ରାଜଧାନୀ ; ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା ..