ରାଜଧାନୀରେ ହାଇଡ୍ରାମା ; ଅଧାରୁ ବନ୍ଦ ରିସେପ୍ସନ୍ ଭୋଜି, ବରକୁ ଥାନାକୁ ନେଲା ପ୍ରେମିକା
ଭୁବନେଶ୍ୱର : ପ୍ରେମ, ପ୍ରତାରଣାର ଅନେକ ମାମଲା ବାରମ୍ବାର ସାମ୍ନାକୁ ଆସୁଛି। ମାତ୍ର ରବିବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁଯାୟୀ ରିସେପ୍ସନ୍ ଷ୍ଟେଜରୁ ବରକୁ ଉଠାଇ ନେଇଛି ପ୍ରେମିକା । ଅଧାରୁ ଭୋଜି ବନ୍ଦ ହୋଇଥିବା ବେଳେ ବର ଏବେ ଥାନାରେ । ରବିବାର ରାତିରେ ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ଏକ ମଣ୍ଡପରେ … Continue reading ରାଜଧାନୀରେ ହାଇଡ୍ରାମା ; ଅଧାରୁ ବନ୍ଦ ରିସେପ୍ସନ୍ ଭୋଜି, ବରକୁ ଥାନାକୁ ନେଲା ପ୍ରେମିକା
Copy and paste this URL into your WordPress site to embed
Copy and paste this code into your site to embed