ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାସୁଦେବପୁର: ଯୌତୁକକୁ ନେଇ ବଧୂ ହତ୍ୟା ଅଭିଯୋଗ । ଏମିତି ଅଭିଯୋଗ ଆସିଛି ବାସୁଦେବପୁର ଥାନା ଅଧିନ ପୌରପାଳିକାର ମନ୍ଦାରୀ ଗ୍ରାମରୁ । ରାଜଘରପୋଖରୀ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଗୋବର୍ଦ୍ଧନ ରାଉତଙ୍କ ଝିଅ କବିତା ରାଉତ ମନ୍ଦାରୀ ଗ୍ରାମର ରତିକାନ୍ତ ଭୋଇଙ୍କୁ ଚଳିତ ବର୍ଷ ଫେବୃୟାରୀ ମାସରେ ବୈଦିକ ରିତି ନୀତିରେ ବିବାହ କରିଥିଲେ । ବିବାହ ପରଠାରୁ ଯୌତୁକ ଆଣିବାକୁ କେନ୍ଦ୍ର କରି କଳହ ଲାଗି ରହିଥିଲା । ଯାହାକୁ ନେଇ ଅନେକ ଥର ସମାଧାନ … Continue reading ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ