କଂଗ୍ରେସକୁ ଅଚଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନାବଦ୍ଧ ପ୍ରୟାସ – ସୋନିଆ

ଡେସ୍କ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁର୍ବଳ ଆର୍ଥିକ ସ୍ଥିତି ଉପରେ ଆଲୋକପାତ କରି କଂଗ୍ରେସର ଶୀର୍ଷ ନେତୃବୃନ୍ଦ ଗୁରୁବାର ଏହାର ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ସଚଳ କରିବାକୁ ଦାବି କରିଥିବା ବେଳେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ଦୁର୍ବଳ କରିବା ପାଇଁ ଯୋଜନାବଦ୍ଧ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି। ‘ମୋଦି ପରିବାର’ ଓ ‘ମୋଦି କି ଗ୍ୟାରେଣ୍ଟି’ ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ ଦଳର ମୁଖ୍ୟ … Continue reading କଂଗ୍ରେସକୁ ଅଚଳ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନାବଦ୍ଧ ପ୍ରୟାସ – ସୋନିଆ