ବାଂଲାଦେଶରେ ବିକ୍ଷୋଭକାରୀ ୩ ଛାତ୍ରନେତାଙ୍କୁ ହେପାଜତକୁ ନେଲା ପୁଲିସ
ଡେସ୍କ: ବାଂଲାଦେଶରେ ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ ଡିଷ୍କ୍ରିମିନେସନ’ର ତିନି ଜଣ ନେତାଙ୍କୁ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଢାକା ପୁଲିସର ଡିଟେକ୍ଟିଭ୍ ବ୍ରାଞ୍ଚର ହେପାଜତକୁ ନିଆଯାଇଥିଲା। ଶୁକ୍ରବାର ରାତିରେ ଢାକା ମେଟ୍ରୋପଲିଟାନ୍ ପୁଲିସ (ଡିଏମ୍ ପି)ର ଅତିରିକ୍ତ କମିଶନର ମହମ୍ମଦ ହାରୁନ୍-ଅର୍ ରସିଦ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତିନି ଜଣ ସଂଯୋଜକ ନାହିଦ ଇସଲାମ, ଆସିଫ୍ ମହମ୍ମଦ ଏବଂ ଅବୁ ବେକର ମଜୁମଦାରଙ୍କୁ ଡିଟେକ୍ଟିଭ୍ ବ୍ରାଞ୍ଚ (ଡିବି) ପୁଲିସ ହେପାଜତକୁ ନିଆଯାଇଛି। ଡିବିର ମୁଖ୍ୟ ଦାବି କରିଛନ୍ତି … Continue reading ବାଂଲାଦେଶରେ ବିକ୍ଷୋଭକାରୀ ୩ ଛାତ୍ରନେତାଙ୍କୁ ହେପାଜତକୁ ନେଲା ପୁଲିସ
Copy and paste this URL into your WordPress site to embed
Copy and paste this code into your site to embed