ଗୋମାଂସ ଖାଇବା ସନ୍ଦେହରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ
ନୀଳଗିରି: ପଶ୍ଚିମବଙ୍ଗର ୨ଜଣ ପର୍ଯ୍ୟଟକ ବାଲେଶ୍ୱର ଜିଲା ନୀଳଗିରିକୁ ପରିଭ୍ରମଣରେ ଆସି ଏକ ଶୈବପୀଠ ପାଦଦେଶରେ ଗୋମାଂସ ଖାଇବା ସନ୍ଦେହରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଚବିଶ ପରଗଣା ଅଞ୍ଚଳର ଶୁଭମ ଦାସ ଓ ସୌମ୍ୟଦୀପ ଗିରି ଦୀର୍ଘ ୬ ମାସ ହେବ ଓଡ଼ିଶା ପରିଭ୍ରମଣରେ ବାହାରିଛନ୍ତି । ଏମାନେ ଗୋଟିଏ ବାଇକରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଗତ ୪ତାରିଖରେ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ବିଶ୍ୱେଶ୍ୱର … Continue reading ଗୋମାଂସ ଖାଇବା ସନ୍ଦେହରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed