ସାମ୍ନାକୁ ଆସିଲା ବଜାଜ ସିଏନଜି ବାଇକର ପ୍ରଥମ ଝଲକ

ନୂଆଦିଲ୍ଲୀ : ଦେଶର ଅଟୋ ସେକ୍ଟର ତୀବ୍ର ଗତିରେ ବଦଳୁଛି । ଗାଡି ନିର୍ମାତା କମ୍ପାନୀମାନେ ଲଗାତର ଏମିତି ଗାଡି ଆଣୁଛନ୍ତି ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ତାଙ୍କ ବଜେଟକୁ ସୁହାଉଛି । ଏବେ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ ଏମିତି କିଛି କରିଦେଖାଇଛି ଯାହା କୌଣସି ଗାଡି ନିର୍ମାତା କରିନାହାଁନ୍ତି । ଲୋକମାନେ ଅପେକ୍ଷା କରିଥିବା ସିଏନଜି ବାଇକକୁ କମ୍ପାନୀ ୫ ଜୁଲାଇରେ ବଜାର ପ୍ରବେଶ କରିବାକୁ … Continue reading ସାମ୍ନାକୁ ଆସିଲା ବଜାଜ ସିଏନଜି ବାଇକର ପ୍ରଥମ ଝଲକ