ଶିଶୁ ଡାକ୍ତର କିନ୍ତୁ କଲେ ବୃଦ୍ଧଙ୍କ ଅସ୍ତ୍ରୋପଚାର: ଚାଲିଗଲା ଜୀବନ, ଭୁଲ ନମାନି ଓଲଟା ଧମକାଇଲେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ମେଡିକାଲ କଲେଜରେ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏକ ଘରୋଇ ନର୍ସିଂହୋମରେ ବୃଦ୍ଧଙ୍କ ଅସ୍ତ୍ରୋପଚାର କରିଥିଲେ। ଭୁଲ ଚିକିତ୍ସା କାରଣରୁ ରବିବାର ବିଳମ୍ବିତ ରାତିରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାହରାଇଚ୍‌‌ରେ। ଘଟଣାର ତଦନ୍ତ ପାଇଁ ସିଏମଓ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ୟୁପିର ରିସିୟା ଅଂଚଳର ଜଣେ ବୃଦ୍ଧ କୃପାରାମଙ୍କର ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଅତୁଲ ମିଶ୍ରା। … Continue reading ଶିଶୁ ଡାକ୍ତର କିନ୍ତୁ କଲେ ବୃଦ୍ଧଙ୍କ ଅସ୍ତ୍ରୋପଚାର: ଚାଲିଗଲା ଜୀବନ, ଭୁଲ ନମାନି ଓଲଟା ଧମକାଇଲେ ଡାକ୍ତର