ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନସିପ୍ – ଆସନ୍ତାକାଲି ଭାରତ-ହଂକଂ ମୁହାଁମୁହିଁ
ଡେସ୍କ: ମାଲେସିଆର ଶାହ ଆଲାମ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନସିପ୍ ୨୦୨୪ ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ମାସ ୧୮ ତାରିଖରେ ଏହି ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ସମାପନ ହେବ। ପୁରୁଷ ଦଳଗତ ଇଭେଣ୍ଟରେ ଆସନ୍ତାକାଲି ଭାରତ ପ୍ରଥମ ମ୍ୟାଚରେ ହଂକଂକୁ ଭେଟିବ। ଏହି ତାରିଖରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ କେମିତି କଟିବ ବର୍ଷ ୨୦୨୪.. ଏହି ଚାମ୍ପିୟନସିପର ବିଜେତାଙ୍କୁ ଥୋମାସ ଏବଂ ଉବର କପ୍ ପାଇଁ ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଭାବେ ବିବେଚନା କରାଯିବ। … Continue reading ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନସିପ୍ – ଆସନ୍ତାକାଲି ଭାରତ-ହଂକଂ ମୁହାଁମୁହିଁ
Copy and paste this URL into your WordPress site to embed
Copy and paste this code into your site to embed