ଏମିତି ହେବ ଶ୍ରୀରାମଙ୍କ ସୂର୍ଯ୍ୟତିଲକ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ଅଯୋଧ୍ୟା: ପବିତ୍ର ରାମନବମୀ ଅବସରରେ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା ନଗରୀ। ରାମନଗରୀରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଭକ୍ତ ଏଠାରେ ପହଂଚିିଛନ୍ତି। ସମସ୍ତ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପୁରା ମନ୍ଦିର ପରିସରକୁ ସୁନ୍ଦର ଆଲୋକ ସହିତ ଫୁଲ ମାଳାରେ ସଜେଇ ଦିଆଯାଇଛି। ଏହାସହିତ ଦର୍ଶନ ସମୟକୁ ମଧ୍ୟ ବଢାଇ ଦିଆଯାଇଛି। ସୂର୍ଯ୍ୟତିଲକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି … Continue reading ଏମିତି ହେବ ଶ୍ରୀରାମଙ୍କ ସୂର୍ଯ୍ୟତିଲକ: ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼