ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା, କଳାରଙ୍ଗରେ ଝଲସିବେ ଶ୍ରୀରାମ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ସମ୍ପର୍କରେ ଆସିଲା ବଡ଼ ସୂଚନା। କଳାରଙ୍ଗରେ ଝଲସିବେ ଶ୍ରୀରାମ। ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସମ୍ପର୍କରେ ସମ୍ପର୍କରେ ସୂଚନା ଦେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ସୂଚନା ଦେଇ କହିଛନ୍ତି ଯେ ପ୍ରତିଷ୍ଠା ପାଇବାକୁ ଯାଉଥିବା ପ୍ରତିମା ରଙ୍ଗ କଳା। କଳା ରଙ୍ଗର ରାମ ଲାଲା ପ୍ରତିମୂର୍ତ୍ତି ମନ୍ଦିରରେ ପୂଜା ପାଇବେ। ଗଢ଼ା ଯାଇଥିବା ୩ଟି ମୂର୍ତ୍ତି ମଧ୍ୟରୁ କଳା ରଙ୍ଗର ରାମଲାଲାଙ୍କ ପ୍ରତିମା ଚୟନ … Continue reading ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା, କଳାରଙ୍ଗରେ ଝଲସିବେ ଶ୍ରୀରାମ