ଅଯୋଧ୍ୟା ଯିବେ ଅନୁପମ ଖେର୍‍

ମୁମ୍ବାଇ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବଲିଉଡ ଅଭିନେତା ଅନୁପମ ଖେର । ୨୨ ଜାନୁଆରୀରେ ଅଯୋଧ୍ୟାରେ ମୋର ପିତୃପୁରୁଷ ଏବଂ ବିଶେଷ କରି ମୋର ଜେଜେବାପା ପଣ୍ଡିତ ଅମରନାଥ ଜୀଙ୍କୁ ପ୍ରତିନିଧିତ୍ୱ କରିବି ବୋଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ପାଇଁ ହଜାର ହଜାର ବର୍ଷ ଧରି ହିନ୍ଦୁଙ୍କ ମନରେ ଯେଉଁ ଭକ୍ତି ରହିଆସିଛି ତାହା ୨୨ ଜାନୁଆରେ ପ୍ରଫୁଲ୍ଲିତ ହେବାକୁ ଯାଉଛି । ରାମଲାଲା ଜନ୍ମଭୂମିକୁ … Continue reading ଅଯୋଧ୍ୟା ଯିବେ ଅନୁପମ ଖେର୍‍