୧୮ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ନିଲାମ ଆରମ୍ଭ କଲେ ସରକାର

ଡେସ୍କ: ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଦେଶର ଆବଶ୍ୟକତା ଅନୁଯାୟୀ ଭାରତ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ୧୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ନିଲାମ ଆରମ୍ଭ କରିଛି। ନୂଆଦିଲ୍ଲୀରେ ଖଣି ନିଲାମର ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ଅବସରରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସରକାରଙ୍କ ପ୍ରୟାସ ବିଶ୍ୱସ୍ତରୀୟ ସ୍ଥାୟୀତା ଲକ୍ଷ୍ୟ ସହିତ ଯୋଡ଼ି ହୋଇ ଗୁରୁତ୍ବପୂର୍ଣ୍ଣ ଖଣିଜ … Continue reading ୧୮ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ନିଲାମ ଆରମ୍ଭ କଲେ ସରକାର