ମହଙ୍ଗା ହେବ ଏଟିଏମ୍‌ରେ ଟଙ୍କା ଉଠାଣ

ନୂଆଦିଲ୍ଲୀ: ଏଣିକି ଏଟିଏମ୍‌ରେ ଟଙ୍କା ଉଠାଣ ମହଙ୍ଗା ହେବ। ଏନେଇ ଏଟିଏମ୍‌ ଉଦ୍ୟୋଗ ସଂଘ (ସିଏଟିଏମ୍‌ଆଇ) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଓ ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନ୍‌ପିସିଆଇ)କୁ ପତ୍ର ଲେଖିଛି। ଏଟିଏମ୍‌ରେ ଟଙ୍କା ଉଠାଣ ପାଇଁ ଗ୍ରାହକ ଦେଉଥିବା ଇଣ୍ଟରଚେଞ୍ଜ ଶୁଳ୍କ ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ପ୍ରତି ଉଠାଣ ପାଇଁ ସର୍ବାଧିକ ୨୩ ଟଙ୍କା ଶୁଳ୍କ ବୃଦ୍ଧି ପାଇଁ ସିଏଟିଏମ୍‌ଆଇ ଦାବି କରିଛି। ଗୋଟିଏ ବ୍ୟାଙ୍କର ଏଟିଏମ୍‌ କାର୍ଡ ଦ୍ବାରା ଅନ୍ୟ … Continue reading ମହଙ୍ଗା ହେବ ଏଟିଏମ୍‌ରେ ଟଙ୍କା ଉଠାଣ