ଗିରଫ ହେଲେ କୁବେର ବିଡିଓ ପ୍ରଦୀପ ସାହୁ

ଭୁବନେଶ୍ୱର : ଗିରଫ ହେଲେ କୁବେର ବିଡିଓ । ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ସହ ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬ ଲକ୍ଷ ନଗଦ ଟଙ୍କା ମିଳିଥିଲା । ୪୫୨ ଗ୍ରାମ୍‌ ସୁନା, ୨ଟି କାର୍‌ … Continue reading ଗିରଫ ହେଲେ କୁବେର ବିଡିଓ ପ୍ରଦୀପ ସାହୁ