ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..

ଭୋଜନକୁ ନେଇ ସର୍ବଦା କୁହାଯାଏ ଯେପରି ଭୋଜନ କରିବ ମନ ମଧ୍ୟ ସେଭଳି ଅନୁଭବ ହେବ । କାରଣ ଭୋଜନ ହିଁ ଜୀବନର ଆଧାର । ତେଣୁ ଶାସ୍ତ୍ରରେ ମଧ୍ୟ ଭୋଜନର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାସହ ଭୋଜନ ସହ ଜଡିତ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି । ମାତ୍ର ଆପଣ ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ମଧ୍ୟ ମିଳିଥାଏ । ଅନେକ ସମୟରେ ଦେଖିଥିବେ … Continue reading ଭୋଜନରୁ କେଶ ବାହାରିବା ଦିଏ କି ସଙ୍କେତ..