ଜାଣନ୍ତୁ ; ଏହି ବାସ୍ତୁ ଦୋଷ ପାଲଟିଥାଏ ହୃଦଘାତ, ରକ୍ତଚାପ ସହ ଏସବୁ ରୋଗର କାରଣ..

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଇଚ୍ଛା କରନ୍ତି । ଏଥିପାଇଁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ସହ ଘରକୁ ସଫାସୁତୁରା କରାଯାଏ । ଗ୍ରହ ଶାନ୍ତି ପାଇଁ ପୂଜା କରାଯାଏ । ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନଦେବା ଦ୍ୱାରା, ବାସ୍ତୁ ଦୋଷ କାରଣରୁ ପରିବାର ସଦସ୍ୟ ରୋଗଗ୍ରସ୍ତ ହେବା ସହ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ବାସ୍ତୁ ଶାସ୍ତ୍ରରେ ପୂର୍ବ ତଥା ଉତ୍ତର ଦିଗ ହାଲୁକା … Continue reading ଜାଣନ୍ତୁ ; ଏହି ବାସ୍ତୁ ଦୋଷ ପାଲଟିଥାଏ ହୃଦଘାତ, ରକ୍ତଚାପ ସହ ଏସବୁ ରୋଗର କାରଣ..