ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ, ରୁଦ୍ରାକ୍ଷର ଉତ୍ପତି ଭଗବାନ ଶିବଙ୍କ ଅଶ୍ରୁରୁ ତିଆରି ହୋଇଛି। ପ୍ରାଚୀନ କାଳରୁ ଏହାକୁ ଆଭୂଷଣ ଭାବେ ମଧ୍ୟ ଧାରଣ କରାଯାଏ। ଶାସ୍ତ୍ରରେ ୧୯ ମୁଖୀ ରୁଦ୍ରାକ୍ଷର ବର୍ଣ୍ଣନା କରାଯାଇଛି। ମାତ୍ର ଅଷ୍ଟମୁଖୀ ରୁଦ୍ରାକ୍ଷର ଧାରଣ କରିବା ଦ୍ୱାରା ୩ଟି ଗ୍ରହଙ୍କ ଦୋଷ ଦୂର ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ଏହାକୁ ଧାରଣ କରିବାର ବିଧି ବିଷୟରେ ଜାଣନ୍ତୁ.. ରୁଦ୍ରାକ୍ଷ ଉପରେ ଯେତୋଟି … Continue reading ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..