ଭାରତ ଯୋଡୋ ନ୍ୟାୟ ଯାତ୍ରା – ଆସାମରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ

ଡେସ୍କ: ଗତକାଲି ଆସାମର ଜୋରହାଟରେ ଅନୁମୋଦିତ ମାର୍ଗରୁ ଅଲଗା ହୋଇଥିବା ଅଭିଯୋଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବଂ ଏହାର ମୁଖ୍ୟ ସଂଗଠକ କେ.ବି ବାୟଜୁଙ୍କ ବିରୋଧରେ ଏତଲା ଦାଖଲ କରାଯାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁମୋଦିତ ମାର୍ଗରେ ଯିବା ପରିବର୍ତ୍ତେ ଯାତ୍ରା ଏକ ଭିନ୍ନ ମୋଡ଼ ନେବାରୁ ସେଠାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। Related Posts ମୁଦିପଡା ଗଜଲକ୍ଷ୍ମୀ ପୂଜା ଆରମ୍ଭ  Oct 18, 2024 ଉତ୍କଟ ଦାରିଦ୍ର୍ୟରେ ଶଢ଼ୁଛନ୍ତି ବିଶ୍ବର ୧୦୦… Oct … Continue reading ଭାରତ ଯୋଡୋ ନ୍ୟାୟ ଯାତ୍ରା – ଆସାମରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗ