ବରଫ ଝଡ଼ ଯୋଗୁଁ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନା

ଡେସ୍କ: ଜମ୍ମୁରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ପରେ ସେନା ଯବାନମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି। ବୁଧବାର ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଯାତ୍ରୀ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଏକ ଆଇନ ମହାବିଦ୍ୟାଳୟର ୭୪ ଜଣ ଛାତ୍ର ଏବଂ ଏହାର ୭ ଜଣ କର୍ମଚାରୀ ଥିଲେ। ଏମିତି ବନ୍ଦ କରନ୍ତୁ କ୍ରେଡିଟ୍ କାର୍ଡ, ନଚେତ୍ ହଇରାଣରେ ପଡିବେ … Continue reading ବରଫ ଝଡ଼ ଯୋଗୁଁ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନା