ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ

ଡେସ୍କ: ଜୁନ ମାସ ୨୯ ତାରିଖରୁ ଲଗାଣ ବର୍ଷାରେ ଗୁରୁତର ଭାବେ ପ୍ରଭାବିତ ଆସାମର ଧେମାଜୀ ଜିଲ୍ଲାର ଶିବଗୁଡି ଏବଂ ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାର ମେର ଗ୍ରାମରେ ବ୍ୟାପକ ବନ୍ୟା ରିଲିଫ ଅଭିଯାନରେ ଭାରତୀୟ ସେନା ସକ୍ରିୟ ଭାବେ ସାମିଲ ହୋଇଛି। ଭାରତୀୟ ସେନା ପ୍ରଭାବିତ ଅଞ୍ଚଳରେ ଏକାଧିକ ବନ୍ୟା ରିଲିଫ୍ ଦଳ ମୁତୟନ କରିଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ବାହିନୀ (ଏସଡିଆରଏଫ) ସହ ମିଶି ଶିବଗୁଡ଼ି, ନାମସିଂ ଘାଟ, ପାଗଲାମ ଏବଂ … Continue reading ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ