ଏପ୍ରିଲ ମାସରେ ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ: ହଠାତ୍‌‌ ମିଳିବ ଧନ..

ଏପ୍ରିଲରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରିବା ସହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ଏହାସହ ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ହେବ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ୪ଟି ରାଶିର ଏପ୍ରିଲ ମାସରେ ଭାଗ୍ୟ ସୁନାଭଳି ଚମକିବ। ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ସୂର୍ଯ୍ୟପରାଗ ମୀନ ଓ ରେବତୀ ନକ୍ଷତ୍ରରେ ହେବାକୁ ଯାଉଛି। ସେହିପରି ୨୨ ଏପ୍ରିଲରେ ଗୁରୁ … Continue reading ଏପ୍ରିଲ ମାସରେ ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ: ହଠାତ୍‌‌ ମିଳିବ ଧନ..