ଆପଲକୁ ବଡ଼ ଝଟ୍‌କା: ଆୟର୍ଲାଣ୍ଡକୁ ଦେବ ୧.୨ ଲକ୍ଷ କୋଟି

ସମାଜ ଡିଜିଟାଲ ଡେସ୍କ: ମୋବାଇଲ ନିର୍ମାତା ଆମେରିକୀୟ କମ୍ପାନୀ ଆପଲକୁ ଶକ୍ତ ଝଟକା ଲାଗିଛି। ଆୟର୍ଲାଣ୍ଡ ସରକାର ଏବଂ ଆପଲ ମଧ୍ୟରେ ଟିକସକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ସମ୍ପର୍କିତ ମାମଲାରେ ୟୁରୋପୀୟ ନ୍ୟାୟିକ ଅଦାଲତ(ଇସିଜେ) ଆୟର୍ଲାଣ୍ଡ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଆପଲ କମ୍ପାନୀକୁ ପିଛିଲା ଟିକସ ବାବଦରେ ଆୟର୍ଲାଣ୍ଡକୁ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା … Continue reading ଆପଲକୁ ବଡ଼ ଝଟ୍‌କା: ଆୟର୍ଲାଣ୍ଡକୁ ଦେବ ୧.୨ ଲକ୍ଷ କୋଟି