କର୍ମଚାରୀଙ୍କ ପାଇଁ ଭାରତରେ ୭୮ ହଜାର ଘର ନିର୍ମାଣ କରିବ ଆପଲ

ନୂଆଦିଲ୍ଲୀ : ଆମେରିକାର ଟେକ୍ କମ୍ପାନୀ ଆପଲ ଭାରତରେ ୭୮ ହଜାରରୁ ଅଧିକ ଘର ନିର୍ମାଣ କରିବାକୁ ଯାଉଛି । ଗତ ଅଢେଇବର୍ଷ ଭିତରେ ସାରା ଦେଶରେ ୧୫୦,୦୦୦ ଲୋକଙ୍କୁ ଚାକିରି ଦେବା ପରେ ଆପଲ ଏବେ ଭାରତରେ ଚୀନ ଏବଂ ଭିଏତନାମ ଭଳି ଶିଳ୍ପ ମଡେଲ ଆପଣାଇବାକୁ ପ୍ରସ୍ତୁତ ହେଉଛି । ଆପଲ ନିଜ କର୍ମଚାରୀଙ୍କ ଆବାସ ସୁବିଧା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଘର ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ କରାଯାଉଛି … Continue reading କର୍ମଚାରୀଙ୍କ ପାଇଁ ଭାରତରେ ୭୮ ହଜାର ଘର ନିର୍ମାଣ କରିବ ଆପଲ