୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିଅସ ରହିଛି। ସେହିପରି ବୌଦ୍ଧରେ ୪୪.୫ ଡିଗ୍ରୀ ଏବଂ ନୂଆପଡା ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବିଜେପି ତାଲିକାରେ ନାହିଁ ବ୍ରିଜ ଭୂଷଣଙ୍କ ନାଁ, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ହେଲା କି ଅଡୁଆ! ସୂଚନା ଅନୁଯାୟୀ, … Continue reading ୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ