ଗାଡିରେ କିପରି କାମ କରେ ଏବିଏସ୍ ଜାଣନ୍ତୁ
ସମାଜ ଡିଜିଟାଲ ଡେସ୍କ: କାରରେ ଅଚାନକ ବ୍ରେକ୍ ମାରିବା ଦ୍ୱାରା ହଠାତ ଗାଡି ସ୍ଲିପ୍ ହେବାର ଆପଣ ଜାଣିଥିବେ। ଫଳରେ ଲୋକମାନେ ଅନେକ ସମୟରେ କୌଣସି ନା କୌଣସି ଦୁର୍ଘଟଣାର ଶିକାର ହେଇଥାନ୍ତି। ଏଭଳି ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍(ଏବିଏସ୍)ର ବ୍ୟବହାର କରିପାରିବେ। ଏହାସହିତ ହଠାତ୍ ବ୍ରେକ୍ ମାରିଲେ ଗାଡି ସ୍ଲିପ୍ ହେବାରୁ ରକ୍ଷା ପାଇପାରିବ। ବର୍ତ୍ତମାନ ସମୟରେ ମାର୍କେଟରେ ଆସୁଥିବା ଅତ୍ୟାଧୁନିକ ଗାଡିରେ ଏବିଏସ୍ ସିଷ୍ଟମ ପାଇଁ ବାଧ୍ୟତାମୂଳକ କରାଯାଇଛି। … Continue reading ଗାଡିରେ କିପରି କାମ କରେ ଏବିଏସ୍ ଜାଣନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed