ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର, ବୌଦ୍ଧ ସଂଗ୍ରହାଳୟରେ ସ୍ଥାନିତ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଗତ ମଙ୍ଗଳବାର ଉଦ୍ଧାର ହୋଇଛି। ଏହା ଦେଢଫୁଟ ଉଚ୍ଚତା ଓ ୧ ଫୁଟ ଚଉଡାର ଖାଣ୍ଡେଲାଇଟ ପ୍ରସ୍ତରରେ ନିର୍ମିତ ମୂର୍ତ୍ତି। ଏହା ଜୈନ ତୀର୍ଥଙ୍କର ଅଗୟପଟ ମୂର୍ତ୍ତି ବୋଲି ପ୍ରତ୍ନତତ୍ତ୍ୱବିତ୍‌‌ ଡ. ସୁନୀଲ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ସପ୍ତମ ବା ଅଷ୍ଟମ ଶତାଦ୍ଦୀରେ ର୍ନିମିତ ଏହି ପ୍ରସ୍ତରରେ ୪ ଧାଡିରେ ୬ଟି ଲେଖାଏଁ ମୂର୍ତ୍ତି ଖୋଦିତ ହୋଇଛି। ଜୈନ ଧର୍ମର … Continue reading ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର, ବୌଦ୍ଧ ସଂଗ୍ରହାଳୟରେ ସ୍ଥାନିତ