ଏନଡିଆରଏଫ ଥିଲେ ବିପର୍ଯ୍ୟୟରେ ଫସି ଥିବା ଲୋକଙ୍କ ମନୋବଳ ବୃଦ୍ଧି ପାଏ – ଅମିତ ଶାହା

ଡେସ୍କ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ଦେଶ ସ୍ରେଷ୍ଟ କାର୍ଯ୍ୟ ପ୍ରଣାଳୀ ଗ୍ରହଣ କରୁଛି। ସେ କହିଛନ୍ତି, ଦେଶରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ମୁତୟନ କରାଯାଇଛି। କୌଣସି ପ୍ରକାର ବିପର୍ଯ୍ୟୟରେ ଯେପରି କୌଣସି କ୍ଷୟକ୍ଷତି ନହୁଏ ସେଥିପାଇଁ ଏନଡିଆରଏଫ ସର୍ବଦା ଲକ୍ଷ୍ୟ ରଖିବା ଉଚିତ ବୋଲି ସେ କହିଛନ୍ତି। ପର୍ବତାରୋହଣ ମିଶନ ବିଜୟର ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଯେ, କେବଳ ଭାରତରେ ନୁହେଁ … Continue reading ଏନଡିଆରଏଫ ଥିଲେ ବିପର୍ଯ୍ୟୟରେ ଫସି ଥିବା ଲୋକଙ୍କ ମନୋବଳ ବୃଦ୍ଧି ପାଏ – ଅମିତ ଶାହା