ରେଡିଓର ଲୋକପ୍ରିୟତାକୁ ଶିଖରରେ ପହଞ୍ଚାଇଥିଲେ ଉପସ୍ଥାପକ ଅମିନ ସାୟାନୀ

ଡେସ୍କ: “ନମସ୍କାର ଭଉଣୀ ଓ ଭାଇ, ମୁଁ ଆପଣଙ୍କର ବନ୍ଧୁ ଅମିନ ସାୟାନୀ କହୁଛି। ”… ସମୟ ଥିଲା ଲକ୍ଷ ଲକ୍ଷ ଶ୍ରୋତା ରେଡିଓରେ ଏହି ସ୍ୱରକୁ ଶୁଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରୁଥିଲେ ଏବଂ ଆଜି ମଧ୍ୟ ଏହି ସ୍ୱର ସେମାନଙ୍କ ସ୍ମୃତିରେ ଘର କରି ସାରିଛି। ​’ବିନାକା ଗୀତମାଳା’ କାର୍ଯ୍ୟକ୍ରମ ଜରିଆରେ ରେଡିଓର ଲୋକପ୍ରିୟତାକୁ ନୂଆ ସୋପାନକୁ ନେଇଥିବା ଉପସ୍ଥାପକ ଅମିନ ସାୟାନୀ ଦଶନ୍ଧି ଧରି ଶ୍ରୋତାଙ୍କ ହୃଦୟରେ ରାଜ କରିଥିଲେ। ଦଶନ୍ଧି … Continue reading ରେଡିଓର ଲୋକପ୍ରିୟତାକୁ ଶିଖରରେ ପହଞ୍ଚାଇଥିଲେ ଉପସ୍ଥାପକ ଅମିନ ସାୟାନୀ