ଆମାଜନ୍ ସେଲ୍ ଆରମ୍ଭ ; ଶସ୍ତାରେ ମିଳୁଛି ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍, ଏହି ତାରିଖ ପର୍ଯ୍ୟନ୍ତ ୬୦% ରିହାତି..

ନୂଆଦିଲ୍ଲୀ : ଆମାଜନରେ ଏକ ନୂଆ ସେଲ୍ ଆରମ୍ଭ ହୋଇଛି। ଯାହାର ନାମ Amazon summer appliances fest । ଏହି ସେଲ ଅନୁଯାୟୀ, ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍ ସହ ଅନ୍ୟ ଜିନିଷ ଗୁଡିକ ମଧ୍ୟ ଖୁବ୍ ଶସ୍ତାରେ କିଣିପାରିବେ। ଏହି ସେଲ୍ ୨୭ ମେ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ସମୟରେ ଅନେକ ଜିନିଷରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟପାଇପାରିବେ। ଜାଣନ୍ତୁ ଏହା ବିଷୟରେ.. ଅସହ୍ୟ ଖରା, ଗରମରୁ ମୁକ୍ତି ପାଇବା ପାଇଁ ଆପଣ … Continue reading ଆମାଜନ୍ ସେଲ୍ ଆରମ୍ଭ ; ଶସ୍ତାରେ ମିଳୁଛି ଏସି, ଫ୍ରିଜ୍, ୱାଶିଙ୍ଗ ମେସିନ୍, ଏହି ତାରିଖ ପର୍ଯ୍ୟନ୍ତ ୬୦% ରିହାତି..