ସ୍ମାର୍ଟଫୋନ୍‌ ହୋଲି ଷ୍ଟୋର୍‌: ୱାନପ୍ଲସ୍‌ ଓ ସାମ୍‌ସଙ୍ଗ୍ ଫୋନ୍‌ ଉପରେ ବିପୁଳ ରିହାତି, ଆଇଫୋନ୍‌ ବି ଶସ୍ତା

ସମାଜ ଡିଜିଟାଲ ଡେସ୍କ: ହୋଲି ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଚମତ୍କାର ସ୍ମାର୍ଟଫୋନ୍ ହୋଲି ଷ୍ଟୋର୍‌ ନେଇ ଆସିଛି ଆମାଜନ ଇଣ୍ଡିଆ। ଏହି ବମ୍ପର ସେଲ୍‌ରେ ଆପଣ ସମସ୍ତ ବର୍ଗର ସ୍ମାର୍ଟଫୋନ୍‌ ଆକର୍ଷଣୀୟ ରିହାତି ସହିତ କିଣିପାରିବେ। ତେବେ ଯଦି ଆପଣ ଏକ ପ୍ରିମିୟମ୍ ବର୍ଗର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ମଧ୍ୟ ଏହି ସେଲ୍‌ରେ ଜବରଦସ୍ତ ଡିଲ୍ ଉପଲବ୍ଧ ଅଛି। ସେଲ୍‌ରେ Samsung Galaxy S24 5G, OnePlus 12R ଏବଂ iPhone 13 ଉପରେ … Continue reading ସ୍ମାର୍ଟଫୋନ୍‌ ହୋଲି ଷ୍ଟୋର୍‌: ୱାନପ୍ଲସ୍‌ ଓ ସାମ୍‌ସଙ୍ଗ୍ ଫୋନ୍‌ ଉପରେ ବିପୁଳ ରିହାତି, ଆଇଫୋନ୍‌ ବି ଶସ୍ତା