ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ

ନୂଆଦିଲ୍ଲୀ : ଅନଲାଇନ ବାଣିଜ୍ୟିକ କମ୍ପାନୀ ଆମାଜନ ଇଣ୍ଡିଆ ‘ବଜାର’ ନାଁରେ ନୂଆ ଅନଲାଇନ୍ ଶୋରୁମ୍ ଆପ୍ ଖୋଲିଦେଇଛି । ଏହାର ଖାସ୍ କଥା ହେଉଛି ଏଠାରେ ସମସ୍ତ ବସ୍ତ୍ର ୬୦୦ ଟଙ୍କାରୁ କମ୍ ଦାମରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ମିଶୋ ଭଳି ସଂସ୍ଥାକୁ ଟକ୍କର ଦେବା ପାଇଁ କମ୍ପାନୀ ଏହାକୁ ଆଣିଛି । କମ୍ପାନୀ ଏନେଇ ପୂର୍ବରୁ ସଙ୍କେତ ଦେଇଥିଲା । Related Posts ଓଡିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା … Continue reading ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ