ଅଟକିଲେ ୩ ଠାକୁର

ପୁରୀ : ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଟଣାଯାଇଛି ରଥ । ତେବେ ଆଜି ବାଟରେ ଅଟକିଛନ୍ତି ତିନି ଠାକୁର ।  ସିଂହଦ୍ବାରଠାରୁ ମାତ୍ର ସ୍ବଳ୍ପ ଦୂର ଯାଇ କାଳିଆ ସାଆନ୍ତ ଅଟକିଥିବାବେଳେ ମରିଚିକୋଟ ଛକରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଲା ।  ସେହିଭଳି ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ଅଟକିଛି । ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ … Continue reading ଅଟକିଲେ ୩ ଠାକୁର