ବାଂଲାଦେଶ ସ୍ଥିତି ଉପରେ ନଜର ରହିଛି-ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶ ସ୍ଥିତି ବିଗିଡିବା ପରେ ଭାରତ ସୀମାରେ ହାଇଆଲର୍ଟ। ଭାରତ-ବାଂଲାଦେଶ ସୀମରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଏସଏଫ ଫୋର୍ସ ସଂଖ୍ୟାକୁ ବଢାଇ ଦିଆଯାଇଛି। ବାଂଲାଦେଶ ସ୍ଥିତିକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥରେ ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା … Continue reading ବାଂଲାଦେଶ ସ୍ଥିତି ଉପରେ ନଜର ରହିଛି-ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର