ବାପା ଓ ଦାଦାଙ୍କ ପରି ଭାଗ ହେବାର ଭୟ ନାହିଁ, ଆକାଶ ରାମଙ୍କ ଭଳି ଭାଇ: ଅନନ୍ତ ଅମ୍ବାନୀ

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ମୁଖ୍ୟ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ କିଛି ମାସ ମଧ୍ୟରେ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହ ପୂର୍ବରୁ ତାଙ୍କ ପ୍ରି-ୱେଡିଙ୍ଗ ଉତ୍ସବ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହାର ଠିକ୍‌ ପୂର୍ବରୁ ଅନନ୍ତ ଅମ୍ବାନୀ ଏକ ବଡ଼ ବୟାନ ଦେଇଛନ୍ତି। ସେ ଆକାଶ ଅମ୍ବାନୀଙ୍କୁ ‘ରାମ’ଙ୍କ ଭଳି ଭାଇ ବୋଲି କହିଛନ୍ତି। Related … Continue reading ବାପା ଓ ଦାଦାଙ୍କ ପରି ଭାଗ ହେବାର ଭୟ ନାହିଁ, ଆକାଶ ରାମଙ୍କ ଭଳି ଭାଇ: ଅନନ୍ତ ଅମ୍ବାନୀ