ପୁଣି ମହଙ୍ଗା ହେବ ଏୟାରଟେଲ୍‌, ଜିଓ, ଭୋଡା ଫୋନ୍‌, ବିଏସଏନଏଲ ରିଚାର୍ଜ! ସରକାରଙ୍କ ଏହି ପଦକ୍ଷେପ ପରେ..

ନୂଆଦିଲ୍ଲୀ : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ), ଦୂରସଞ୍ଚାର ବିଭାଗ (ଡିଓଟି)ରୁ ସ୍ପାମ୍‌ କଲ୍‌ ଓ ମେସେଜକୁ ରୋକିବାକୁ ଅସଫଳ ହେଉଥିବାରୁ ଜୋରିମାନା ଆଦାୟ ଉପରେ ଗୁରୁତ୍ୱ ଦେଇଛି । ଏହି ଜୋରିଆନା ଆଦାୟ ପାଇଁ ଦୂରସଞ୍ଚାର କମ୍ପାନୀ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ପରାମର୍ଶ ଦେଇଛି । ନିୟମ ପାଳନ ନକରିବା ଦ୍ୱାରା ଟେଲିକମ୍‌ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଟ୍ରାଇର ଅଧିକାର ରହିଛି । ମାତ୍ର ଲାଇସେନ୍ସ ବାତିଲ କରିବା ଅପେକ୍ଷା ଜୋରିମାନା … Continue reading ପୁଣି ମହଙ୍ଗା ହେବ ଏୟାରଟେଲ୍‌, ଜିଓ, ଭୋଡା ଫୋନ୍‌, ବିଏସଏନଏଲ ରିଚାର୍ଜ! ସରକାରଙ୍କ ଏହି ପଦକ୍ଷେପ ପରେ..