ଏୟାରଟେଲ୍ର ସବୁଠାରୁ ଶସ୍ତା ପ୍ଲାନ୍ ; ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ଠାରୁ ଆରମ୍ଭ କରି ଅନେକ ସୁବିଧା
ନୂଆଦିଲ୍ଲୀ : ଏୟାରଟେଲ୍ ନିଜ ଉପଭୋକ୍ତାଙ୍କୁ ଖୁସି କରିବାକୁ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ଆଣିଥାଏ । ଆପଣ ଯଦି ଏୟାରଟେଲ୍ର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି, ତେବେ ଏହି ଖାସ୍ ପ୍ଲାନ୍ ବିଷୟରେ ଜାଣନ୍ତୁ.. ଏୟାରଟେଲର ରିଚାର୍ଜ ତାଲିକାରେ ଥିବା ପ୍ଲାନ୍ ମଧ୍ୟରୁ ୧୯୯ ଟଙ୍କାର ଏକ ପ୍ଲାନ୍ ରହିଛି । ଏଥିରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳିବ। ଏହି ରିଚାର୍ଜ ପ୍ଲାନ୍ରେ ଉପଭୋକ୍ତାଙ୍କୁ ୨୮ ଦିନର ସମୟ ସୀମା ମିଳିବ । ଅସୀମିତ … Continue reading ଏୟାରଟେଲ୍ର ସବୁଠାରୁ ଶସ୍ତା ପ୍ଲାନ୍ ; ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ଠାରୁ ଆରମ୍ଭ କରି ଅନେକ ସୁବିଧା
Copy and paste this URL into your WordPress site to embed
Copy and paste this code into your site to embed