ଡେସ୍କ: ସୁରକ୍ଷା ନିୟମ ଲଙ୍ଘନ କରିଥିବାରୁ ତଣ୍ଡ ଗଣିବ ଏୟାର ଇଣ୍ଡିଆ। ଜରିମାନା ପରିମାଣ ସ୍ଥିର କରିଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ-ଡିଜିସିଏ। ସୂଚନା ଅନୁଯାୟୀ, କେତେକ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରଗାମୀ ବିମାନରେ ବିମାନ ଉଡ଼ାଣରେ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି ଡ଼ିଜିସିଏ। ଏ ନେଇ ଅଭିଯୋଗ ହେବା ପରେ ଡ଼ିଜିସିଏ ବ୍ୟାପକ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏୟାର … Continue reading ତଣ୍ଡ ଗଣିବ ଏୟାର ଇଣ୍ଡିଆ
Copy and paste this URL into your WordPress site to embed
Copy and paste this code into your site to embed