ଇତିହାସ ରଚିଲା ଏମ୍ସ: ସଫଳତାର ସହ ଏକକାଳୀନ ପ୍ରତିରୋପଣ ହେଲା ଉଭୟ କିଡ୍‌ନୀ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପ୍ରଥମ ଥର ପାଇଁ ଏକକାଳୀନ ଦୁଇଟି ବୃକ୍‌କ ପ୍ରତିରୋପଣ(କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ) ହୋଇଛି। ଏମ୍ସର ସର୍ଜରୀ ବିଭାଗର ପ୍ରଫେସର ଡା. ଅସୁରୀ କୃଷ୍ଣା କହିଛନ୍ତି ଯେ, ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା। ଯେଉଁଥିରେ ଅନେକ ଡାକ୍ତରଙ୍କ ଏକ ଟିମ୍‌ ଏକାଠି କାମ କରିଥିଲେ। ଭଲ କଥା ହେଉଛି ଅସ୍ତ୍ରୋପଚାର ସଫଳ ହୋଇଛି। ୭୮ ବର୍ଷୀୟା ଦାତାଙ୍କ ଯୋଗୁ ଏମ୍ସ ଏହି ସଫଳତା ହାସଲ କରିପାରିଛି। ୭୮ ବର୍ଷୀୟ ବୃଦ୍ଧା … Continue reading ଇତିହାସ ରଚିଲା ଏମ୍ସ: ସଫଳତାର ସହ ଏକକାଳୀନ ପ୍ରତିରୋପଣ ହେଲା ଉଭୟ କିଡ୍‌ନୀ