ଟିଭି ଦେଖିବା ପାଇଁ ପତି ପତ୍ନୀ ବେଲ୍ଟ ଓ ବେଲଣାରେ ….

ନୂଆଦିଲ୍ଲୀ: ଚାଲିଛି ଆଇପିଏଲ୍‌ ମ୍ୟାଚ୍‌ । କ୍ରୀଡାପ୍ରେମୀମାନେ ଏହାର ଭରପୂର ମଜା ଉଠାଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ମିଳିଥିବା ସୂଚନା ମୂତାବକ ଦୁଇ ବର୍ଷ ପୂର୍ବରୁ ଆଗ୍ରାର ଏତ୍ତମାଝୋଲାରେ ରହୁଥିବା ଜଣେ ଯୁବତୀଙ୍କର ସାଦାବାଦରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ବାହାଘର ହୋଇଥିଲା । ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ପରିବାର ସୁଖଶାନ୍ତିରେ ଚଳିଆସୁଥିଲା … Continue reading ଟିଭି ଦେଖିବା ପାଇଁ ପତି ପତ୍ନୀ ବେଲ୍ଟ ଓ ବେଲଣାରେ ….