ବିଗୁଡୁଛି ଇଡି ଖେଳ – ସଞ୍ଜୟଙ୍କୁ ଜାମିନ ପରେ ବଢ଼ିଲା ଆଶା, କେଜ୍ରିୱାଲଙ୍କୁ କେବେ

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆମ ଆଦମୀ ପାର୍ଟି ସାଂସଦ ତଥା ଉତ୍ତରପ୍ରଦେଶ, ଓଡିଶା ଓ ରାଜସ୍ଥାନର ଦଳୀୟ ମୁଖପାତ୍ର ସଞ୍ଜୟ ସିଂହକୁ ଜାମିନ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ବାରମ୍ବାର ଜାମିନକୁ ବିରୋଧ କରୁଥିବା ବେଳେ ଆଜି ଶୁଣାଣି ସମୟରେ ଇଡିର ଓକିଲ … Continue reading ବିଗୁଡୁଛି ଇଡି ଖେଳ – ସଞ୍ଜୟଙ୍କୁ ଜାମିନ ପରେ ବଢ଼ିଲା ଆଶା, କେଜ୍ରିୱାଲଙ୍କୁ କେବେ