ପାକିସ୍ତାନକୁ ନିଜ ଦେଶରେ ମିଳିଲା ଅପମାନ, ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେଲେନି..

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜନେତାଙ୍କୁ କଡା ବିରୋଧ କରିଛି ପାକିସ୍ତାନ । ପାକିସ୍ତାନର ଜାତୀୟ ସଙ୍ଗୀତ ସମୟରେ ଠିଆ ହେବାକୁ ମନା କରିଦେଇଥିବା ଆଫଗାନ ରାଜନେତାଙ୍କ ଏଭଳି କାର୍ଯ୍ୟକୁ ପାକିସ୍ତାନ କଡା ସମାଲୋଚନା କରିଛି । ଆସନରୁ ଉଠିବା ବଦଳରେ ସେମାନେ ଜାତୀୟ ସଙ୍ଗୀତ ବାଜିବା ସମୟରେ ମୋବାଇଲ ଫୋନ୍ ଚଳାଉଥିଲେ । ପେଗମ୍ବର ମୋହମ୍ମଦଙ୍କ ଜନ୍ମଦିବସର ୧୨ ତମ ରବି ଉଲ ଅବ୍ବଲ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଆଫଗାନିସ୍ତାନ … Continue reading ପାକିସ୍ତାନକୁ ନିଜ ଦେଶରେ ମିଳିଲା ଅପମାନ, ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେଲେନି..