ପେଟିଏମକୁ କିଣିପାରନ୍ତି ଗୌତମ ଆଦାନୀ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ରୋକ ଲଗାଇବା ପରଠୁ ଏହାର ମୂଳ କମ୍ପାନୀ ଓ୍ବନ ୯୭ କମ୍ୟୁନିକେସନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଏବେ ଖବର ଆସୁଛି କି ଓ୍ବନ ୯୭ କମ୍ୟୁନିକେସନରେ ଅଂଶଧନ କିଣିବା ପାଇଁ ଆଦାନୀ ଗ୍ରୁପର ଅଧ୍ୟକ୍ଷ  ଗୌତମ ଆଦାନୀ ଚେଷ୍ଟା କରୁଛନ୍ତି । ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ମଙ୍ଗଳବାର ଅହମଦାବାଦରେ ଗୌତମ ଆଦାନୀଙ୍କ ଅଫିସରେ ଚୁକ୍ତିକୁ ଅନ୍ତିମ … Continue reading ପେଟିଏମକୁ କିଣିପାରନ୍ତି ଗୌତମ ଆଦାନୀ